Up next

ସମସ୍ତଙ୍କ ଋଣ ଛାଡ଼ ନିଶୁଳ୍କ ଋଣ ମୁକ୍ତ | #People and Blogs

1 Views· 02/01/24
wisdom
wisdom
3 Subscribers
3

ସମସ୍ତଙ୍କ ଋଣ ଛାଡ଼ ନିଶୁଳ୍କ ଋଣ ମୁକ୍ତ | ଋଣ ଆପଣଙ୍କର, ଶୁଝିବା ଦାୟିତ୍ୱ ଆମ
ଆପଣ କରିଥିବା ଋଣ ପାଇଁ ଚିନ୍ତାମୁକ୍ତ ରୁହନ୍ତୁ। ସମସ୍ତ ଋଣ ପରିଶୋଧ
କରିବ "ଧାର୍ମିକ ଏକତା ଟ୍ରଷ୍ଟ"। କେନ୍ଦ୍ରାପଡ଼ାରେ ଏଭଳି ପ୍ରଲୋଭନ
ଦେଖାଇ ହଜାର ହଜାର ଲୋକଙ୍କୁ ଏକାଠି କରି "ନିଃଶୁଳ୍ମ ଋଣ ମୁକ୍ତି
ଅଭିଯାନ" ନାଁରେ ପ୍ରମାଣପତ୍ର ବାଣ୍ଟୁଛି ଏକ ବେସରକାରୀ ଅନୁଷ୍ଠାନ।
ତେବେ କ'ଣ ରହିଛି ଏହା ପଛର ସତ୍ୟତା ଦେଖନ୍ତୁ ଲୋନ ବିଶ୍ୱୟ ?
https://youtube.com/@nageshmaj....hi6459?si=KiuUgfUvtB
#Kendrapara #loan
#Loan Free Program #certificate
#gatherings #OdishaNews #Odisha
#People and Blogs

Show more

 0 Comments sort   Sort By


Facebook Comments

Up next