Up next

ନାଁ ଆମ ଓଡିଶା ନବୀନ ଓଡିଶା ଉଦ୍ଦେଶ୍ୟ ଧର୍ମ ରାଜନୀତି କି | #People and Blogs

0 Views· 02/01/24
wisdom
wisdom
3 Subscribers
3

ନାଁ ଆମ ଓଡିଶା ନବୀନ ଓଡିଶା ଉଦ୍ଦେଶ୍ୟ ଧର୍ମ ରାଜନୀତି କି | କାହିଁକି ଜଗାର ଶରଣ ପଶିଲେ ନବୀନ ?
#କାହିଁକି_ଜଗାର_ଶରଣ_ପଶିଲେ_ନବୀନ?
ଯେତେବେଳେ ମାହୋଲ ପୁରା ନେଗେଟିଭ୍ । ରାଜ୍ୟରେ ବଢି ଚାଲିଛି
ସରକାରଙ୍କ ବିରୋଧରେ ଆକ୍ରୋଶ। ଜନ ଅସନ୍ତୋଷର ବାତାବରଣ ଜନ
ଆନ୍ଦୋଳନ ଆଡକୁ ଗତି କଲାଣି । ଚରମ ସୀମାରେ ସରକାର ବିରୋଧୀ
ହାଓ୍ବା। ସେତେବେଳେ ଏହାକୁ କାଉଣ୍ଟର କରିବା ପାଇଁ ବିଜେଡି କୋଟି
କୋଟି ଓଡ଼ିଆଙ୍କ ହୃଦୟରେ ରାଜ କରୁଥିବା କଳା ଠାକୁରଙ୍କ ଶରଣରେ ।
ପଞ୍ଚମ ପାଳିରେ ନବୀନଙ୍କର ହଠାତ ଯେମିତି ମନେ ପଡିଗଲା
ଜଗନ୍ନାଥଙ୍କ କଥା ।
https://youtube.com/@nageshmaj....hi6459?si=KiuUgfUvtB
#Odisha #Bhubaneswar #BJD
#Naveen Patnaik #CMOOdisha
#JayJagannath #People and Blogs

Show more

 0 Comments sort   Sort By


Facebook Comments

Up next