Up next

ଗୋଟିଏ ପରିବାରଙ୍କୁ 5 ଟି ଆବାସ ଯଜନା |#People and Blogs

0 Views· 02/01/24
wisdom
wisdom
3 Subscribers
3

ଗୋଟିଏ ପରିବାରଙ୍କୁ 5 ଟି ଆବାସ ଯଜନା | ହଡ଼ପ ଟଙ୍କାରେ ରାଜ ଉଆସ
#ହଡ଼ପ_ଟଙ୍କାରେ_ରାଜ_ଉଆସ
ଯୋଜନା ଏଠି ବାଟବଣା ହେଉନାହିଁ... ବଂର ଲୁଟ ହେଉଛି ।
ଯୋଜନାର କାର୍ଯ୍ୟକାରୀ ଦାୟିତ୍ବ ନେଇଥିବା ଲୋକଙ୍କ ଦ୍ବାରା ଓ
ଅଧିକାରୀଙ୍କ ସହାୟତାରେ ହରିଲୁଟ ହେଉଛି ଯୋଜନା । ଭାତ ହାଣ୍ଡିରୁ
ଗୋଟିଏ ଚିପିଲା ଭଳି ଚିତ୍ରଟିଏ । ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଳକ
କପିଲାଭଟା ପଂଚାୟତ କପିଲାଭଟା ଗାଁର ।
https://youtube.com/@nageshmaj....hi6459?si=KiuUgfUvtB
#Odisha #balangir #GRS
#Special Report #PMAYScheme
#People and Blogs

Show more

 0 Comments sort   Sort By


Facebook Comments

Up next